ଜିଲ୍ଲାପାଳଙ୍କ ରାଜନଗର ଗସ୍ତ: ବ୍ୟବସାୟୀଙ୍କୁ ତାଗିଦ୍‌, ବାଇକ୍‌ ଜବତ

ରାଜନଗର: କେନ୍ଦ୍ରାପଡା ଜିଲ୍ଲାପାଳ ରଘୁ ଜିଙ୍କ ଆକ୍ସନ ମୁଡ୍‌କୁ ନେଇ ରାଜନଗରରେ ଜୋରଦାର ଚର୍ଚ୍ଚା। ଆଜି ଏଠାକୁ ଆସିଥିବା ବେଳେ ଜିଲ୍ଲାପାଳ ରାସ୍ତା ଜବରଦଖଲ କରି ବସିଥିବା ଦୋକାନୀଙ୍କଠାରୁ ଜରିମାନା ଆଦାୟ କରିଥିବା ବେଳେ ରାସ୍ତା ଉପରେ ରହିଥିବା ବାଇକ୍‌ ଜବତ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲାପାଳ ଆଜି ରାଜନଗର ଗସ୍ତରେ ଆସିଥିବା ବେଳେ ରାଜନଗର ବଜାରର ଦୁଇକଡ଼ ଜବରଦଖଲ କରି ବସିଥିବା ଉଠାଦୋକାନଗୁଡ଼ିକୁ ଦେଖି ବିରକ୍ତି ପ୍ରକାଶ … Continue reading ଜିଲ୍ଲାପାଳଙ୍କ ରାଜନଗର ଗସ୍ତ: ବ୍ୟବସାୟୀଙ୍କୁ ତାଗିଦ୍‌, ବାଇକ୍‌ ଜବତ